New Rules Of Traffic Odia | New Traffic Fine List Odia | New Traffic Rules Odia - କେଉଁ ଭୁଲ କଲେ କେତେ ଟଙ୍କା ଜୋରିମାନା


New Traffic Rules And Traffic Fine In Odia


ଯଦି ଆପଣ New Traffic Rules ଭାଙ୍ଗିବେ ତେବେ ଆପଣଙ୍କୁ ଆଗ ଅପେକ୍ଷା 10 ରୁ 20 ଗୁଣ ଅଧିକ ଜୋରିମାନା ଦବାକୁ ପଡିବ। ଆଜିର ଏହି article ରେ ଆମେ ଆପଣଙ୍କୁ ଜଣାଇବୁ କେଉଁ Traffic Rules ଭାଙ୍ଗିଲେ କେତେ ଟଙ୍କାର ଚାଲାଣ କଟିବ ।
New Traffic Rules in odia
New Traffic Rules in odia

New Traffic Rules In Odia


1. Helmet ନ ପିନ୍ଧିଥିଲେ 1000 ଟଙ୍କା - ନୂଆ ନିୟମ ଅନୁସାରେ ଯଦି ଆପଣଙ୍କୁ କୌଣସି Traffic Police ଧରେ ତାହାଲେ ଆପଣଙ୍କୁ 1000 ଟଙ୍କା ର ଚାଲାଣ କାଟିବାକୁ ପଡିବ। ତା ସହିତ ଆପଣଙ୍କ Driving Licence କୁ 3 ମାସ ପଯ୍ୟନ୍ତ ରଦ୍ଦ କରାଯିବ।

2. ସିଟ ବେଲ୍ଟ ନ ପିନ୍ଧିଥିଲେ 1000 ଟଙ୍କା - ଯଦି ଆପଣ Car ଚଳାଉଥିବା ସମୟରେ sit belt ପିନ୍ଧି ନଥିବାର traffic police ଧରେ ତେବେ ଆପଣ 1000 ଟଙ୍କା ର ଚାଲାଣ କାଟିବେ।

3. ଯଦି ଆପଣ ଗାଡି ଚଳାଉ ଥିବା ସମୟରେ mobile ବ୍ୟବହାର କରନ୍ତି ତାହାଲେ ଆପଣଙ୍କୁ 5000 ଟଙ୍କାର ଜୋରିମାନା ଦେବାକୁ ହେବ । ତେଣୁ ଗାଡି ଚଳାଉଥିବା ସମୟରେ Mobile Phone ବ୍ୟବହାର କରନ୍ତୁ ନାହିଁ

4. Worng Side ରେ ଗାଡି ଚଳାଇଲେ 5000 ଟଙ୍କାର ଚାଲାଣ କାଟିବେ। ଯଦି କୋୖଣସି traffic police ଆପଣଙ୍କୁ worng side ରେ ଗାଡି ଚଳାଉଥିବା ଦେଖିନିଏ ତାହାଲେ ଜୋରିମାନା 5000 ଟଙ୍କା ଦେବାକୁ ହେବ।

5. ଦ୍ରୁତ ଗତିରେ ଗାଡି ଚଳାଇଲେ ୧୦୦୦ ଟଙ୍କା ର ଜୋରିମାନା ଦେବାକୁ ପଡିବ 

6. ମଦ ପିଇ ଗାଡି ଚଳାଉ ଥିବାର ଧରାପଡିଲେ ମୋଟା ଅଙ୍କର ଜୋରିମାନା ଦେବାକୁ ହେବ। ମଦ ପି ଗାଡି ଚଳାଇବା ପାଇଁ ଅଧିକ ଦୁର୍ଘଟଣା ହେଉଛି ସେଥିପାଇଁ ମଦ୍ୟପାନ କରି ଗାଡ଼ି ଚଲାଇବା ଧରାପଡିଲେ ଆପଣଙ୍କୁ 10000 ଟଙ୍କାର ଚାଲାଣ କାଟିବାକୁ ହେବ।

7. Bike ରେ ଦୁଇ ଜଣରୁ ଅଧିକ ଗଲେ 5000 ଟଙ୍କାର ଜୋରିମାନା ଦେବାକୁ ହେବ। କେବଳ ବାପା, ମା ଆଉ ତାଙ୍କର 12 ବର୍ଷରୁ କମ୍ ବୟସର ପିଲାହିଁ 3 ଜଣ ଯାଇ ପାରିବେ।
New traffic rules
New traffic rules

8. ଯାତ୍ରୀବାହୀ ଗାଡ଼ିରେ ଅଧିକ ଯାତ୍ରୀ ନେଲେ ପ୍ରତେକ ଯାତ୍ରୀ ପିଛା 1000 ଟଙ୍କା ଜୋରିମାନା ଦେବାକୁ ପଡିବ।

9. Driving Licence ନଥିଲେ ଦେବାକୁ ପଡିବ 5000 ଟଙ୍କା।
10. ସେହିପରି ଗାଡିର Insurance ନଥିଲେ 2000 ଟଙ୍କାର ଚାଲାଣ କାଟିବାକୁ ହେବ।

11. ଯଦି କୋୖଣସି ନାବାଳକ ଗାଡି ଚଲାଉ ଥିବାର ଧରାପଡେ ତେବେ ତାର ଅଭିଭାବକ ଙ୍କୁ 25000 ଟଙ୍କାର ଚାଲାଣ କାଟିବାକୁ ହେବ । ତାହା ସହ 3 ବର୍ଷ ର ଜେଲ ଦଣ୍ଡ ମଧ୍ୟ ହୋଇପାରେ। ତେଣୁ ଆପଣ ନାବାଳକ ମାନଙ୍କୁ ଗାଡି ଚଳେଇବାକୁ ଦିଅନ୍ତୁ ନାହିଁ।

12. ନୂଆ ନିୟମ ଅନୁସାରେ ଯଦି କୋୖଣସି ଟ୍ରାଫିକ ପୋଲିସ ଆପଣଙ୍କୁ Ambulance କୁ ଅଟକାଇବାର କିମ୍ବା ଆମ୍ବୁଲାନ୍ସ କୁ ବାଟ ନ ଛାଡିବାର ଦେଖେ ତେବେ ଆପଣଙ୍କୁ 10000 ଟଙ୍କାର ଜୋରିମାନା ଦେବାକୁ ପଡିବ।

13. ଅସୁରକ୍ଷିତ ଗାଡି ଚଳାଇଲେ 1500 ଟଙ୍କା ଜୋରିମାନା ଦେବାକୁ ହେବ।
14. Fitness ପ୍ରମାଣ ବିନା ଗାଡି ଚଲାଇବା 1500 ଜୋରିମାନା

15. ଯଦି ଗାଡିର ପରମିଟ ନ ଥିବ ତେବେ ଆପଣଙ୍କୁ 10000 ଟଙ୍କାର ଚାଲାଣ କଟାଯିବ

ନୂଆ ନିୟମ ଅନୁସାରେ ଯଦି ଆପଣ traffic ନିୟମ ଭାଙ୍ଗିବେ ତେବେ ଆପଣଙ୍କୁ ଏହିପରି ଭାବେ ଜୋରିମାନା ଦେବାକୁ ହେବ।

Post a Comment

0 Comments